or_tn/luk/17/22.md

24 lines
1.4 KiB
Markdown

# Connecting Statement:
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I
# The days will come when
ଦିନଗୁଡିକ ଆସିବା ଚିନ୍ତାଧାରା କିଛି ଶୀଘ୍ର ଘଟୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ସମୟ ଆସୁଛି ଯେତେବେଳେ” ବା “ଶୀଘ୍ର” (ଦେଖ: [[rc://*/ta/man/translate/figs-metaphor]])
# you will desire to see
ତୁମ୍ଭେମାନେ ଦେଖିବାକୁ ବହୁତ ଇଚ୍ଛା କରିବ ବା “ତୁମ୍ଭେମାନେ ଅନୁଭୁତି ପାଇବାକୁ ଇଚ୍ଛା କରିବ”
# one of the days of the Son of Man
ଏହା ଈଶ୍ୱରଙ୍କ ରାଜ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଗୋଟିଏ ଦିନ ଆସିବ ଯେତେବେଳେ ମନୁଷ୍ୟପୁତ୍ର ଜଣେ ରାଜା ଭାବରେ ରାଜତ୍ଵ କରିବେ” (ଦେଖ: [[rc://*/ta/man/translate/figs-explicit]])
# the Son of Man
ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-123person]])
# but you will not see it
ତୁମ୍ଭେମାନେ ଏହା ଅନୁଭବ କରି ପାରିବ ନାହିଁ