or_tn/luk/17/22.md

1.4 KiB

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

The days will come when

ଦିନଗୁଡିକ ଆସିବା ଚିନ୍ତାଧାରା କିଛି ଶୀଘ୍ର ଘଟୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ସମୟ ଆସୁଛି ଯେତେବେଳେ” ବା “ଶୀଘ୍ର” (ଦେଖ: rc://*/ta/man/translate/figs-metaphor)

you will desire to see

ତୁମ୍ଭେମାନେ ଦେଖିବାକୁ ବହୁତ ଇଚ୍ଛା କରିବ ବା “ତୁମ୍ଭେମାନେ ଅନୁଭୁତି ପାଇବାକୁ ଇଚ୍ଛା କରିବ”

one of the days of the Son of Man

ଏହା ଈଶ୍ୱରଙ୍କ ରାଜ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଗୋଟିଏ ଦିନ ଆସିବ ଯେତେବେଳେ ମନୁଷ୍ୟପୁତ୍ର ଜଣେ ରାଜା ଭାବରେ ରାଜତ୍ଵ କରିବେ” (ଦେଖ: rc://*/ta/man/translate/figs-explicit)

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)

but you will not see it

ତୁମ୍ଭେମାନେ ଏହା ଅନୁଭବ କରି ପାରିବ ନାହିଁ