or_tn/luk/17/14.md

1.3 KiB

show yourselves to the priests

କୁଷ୍ଠୀମାନଙ୍କ ଆବଶ୍ୟକ ଥିଲା ଯେ ସେମାନଙ୍କ କୁଷ୍ଠ ରୋଗ ସୁସ୍ଥ ହୋଇଥିବା ବିଷୟ ଯାଞ୍ଚ କରିବା ନିମନ୍ତେ ସେମାନେ ଯାଜକମାନଙ୍କୁ ସାକ୍ଷାତ କରିବେ I ବିକଳ୍ପ ଅନୁବାଦ: “ଯାଜକମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଅ ଯେପରି ସେମାନେ ତୁମ୍ଭମାନଙ୍କୁ ଯାଞ୍ଚ କରିବେ (ଦେଖ: rc://*/ta/man/translate/figs-explicit)

they were cleansed

ଯେତେବେଳେ ଲୋକମାନେ ସୁସ୍ଥ ହେଉଥିଲେ, ସେମାନେ ଆଉ ବିଧି ଅନୁସାରେ ଅଶୁଚି ନୁହଁନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କ କୁଷ୍ଠରୁ ସୁସ୍ଥ ହୋଇଥିଲେ ଓ ଶୁଚି ହେଲେ” ବା “ସେମାନେ ସେମାନଙ୍କ କୁଷ୍ଠ ରୋଗରୁ ସୁସ୍ଥ ହେଲେ” (ଦେଖ: rc://*/ta/man/translate/figs-explicit)