or_tn/luk/17/14.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# show yourselves to the priests
କୁଷ୍ଠୀମାନଙ୍କ ଆବଶ୍ୟକ ଥିଲା ଯେ ସେମାନଙ୍କ କୁଷ୍ଠ ରୋଗ ସୁସ୍ଥ ହୋଇଥିବା ବିଷୟ ଯାଞ୍ଚ କରିବା ନିମନ୍ତେ ସେମାନେ ଯାଜକମାନଙ୍କୁ ସାକ୍ଷାତ କରିବେ I ବିକଳ୍ପ ଅନୁବାଦ: “ଯାଜକମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଅ ଯେପରି ସେମାନେ ତୁମ୍ଭମାନଙ୍କୁ ଯାଞ୍ଚ କରିବେ (ଦେଖ: [[rc://*/ta/man/translate/figs-explicit]])
# they were cleansed
ଯେତେବେଳେ ଲୋକମାନେ ସୁସ୍ଥ ହେଉଥିଲେ, ସେମାନେ ଆଉ ବିଧି ଅନୁସାରେ ଅଶୁଚି ନୁହଁନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କ କୁଷ୍ଠରୁ ସୁସ୍ଥ ହୋଇଥିଲେ ଓ ଶୁଚି ହେଲେ” ବା “ସେମାନେ ସେମାନଙ୍କ କୁଷ୍ଠ ରୋଗରୁ ସୁସ୍ଥ ହେଲେ” (ଦେଖ: [[rc://*/ta/man/translate/figs-explicit]])