or_tn/luk/17/13.md

859 B

they lifted up their voices

ଏହି ଋଢ଼ି “”ଆପଣାର ଉଚ୍ଚସ୍ୱର ଉଠାଇବା” ଅର୍ଥ ବଡ ପାଟିରେ କଥା କହିବା ଅଟେ I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚସ୍ୱରରେ ଡାକିଲେ” ବା “ସେମାନେ ବଡ ପାଟିରେ ଡାକିଲେ” (ଦେଖ: rc://*/ta/man/translate/figs-idiom)

have mercy on us

ସେମାନେ ନିର୍ଦ୍ଧିଷ୍ଟ ଭାବରେ ସୁସ୍ଥତା ନିମନ୍ତେ ନିବେଦନ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ସୁସ୍ଥ କରି ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କର I (ଦେଖ: rc://*/ta/man/translate/figs-explicit)