or_tn/luk/17/13.md

8 lines
859 B
Markdown
Raw Permalink Normal View History

2020-11-19 00:15:53 +00:00
# they lifted up their voices
ଏହି ଋଢ଼ି “”ଆପଣାର ଉଚ୍ଚସ୍ୱର ଉଠାଇବା” ଅର୍ଥ ବଡ ପାଟିରେ କଥା କହିବା ଅଟେ I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚସ୍ୱରରେ ଡାକିଲେ” ବା “ସେମାନେ ବଡ ପାଟିରେ ଡାକିଲେ” (ଦେଖ: [[rc://*/ta/man/translate/figs-idiom]])
# have mercy on us
ସେମାନେ ନିର୍ଦ୍ଧିଷ୍ଟ ଭାବରେ ସୁସ୍ଥତା ନିମନ୍ତେ ନିବେଦନ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ସୁସ୍ଥ କରି ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କର I (ଦେଖ: [[rc://*/ta/man/translate/figs-explicit]])