or_tn/luk/16/30.md

1.1 KiB

if someone would go to them from the dead

ଏହା ଏକ ପରିସ୍ଥିତିକୁ ବର୍ଣ୍ଣନା କରେ ଯାହା ଘଟିନାହିଁ, କିନ୍ତୁ ଧନୀ ଲୋକ ତାହା ଘଟୁ ବୋଲି ଚାହୁଁଛି I ବିକଳ୍ପ ଅନୁବାଦ: ""ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ” ବା “ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ ଓ ସେମାନଙ୍କୁ ଚେତାବନୀ ଦେବ” (ଦେଖ: rc://*/ta/man/translate/figs-hypo)

from the dead

ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପୃଥିବୀର ନିମ୍ନଦେଶରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I