or_tn/luk/16/30.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# if someone would go to them from the dead
ଏହା ଏକ ପରିସ୍ଥିତିକୁ ବର୍ଣ୍ଣନା କରେ ଯାହା ଘଟିନାହିଁ, କିନ୍ତୁ ଧନୀ ଲୋକ ତାହା ଘଟୁ ବୋଲି ଚାହୁଁଛି I ବିକଳ୍ପ ଅନୁବାଦ: ""ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ” ବା “ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ ଓ ସେମାନଙ୍କୁ ଚେତାବନୀ ଦେବ” (ଦେଖ: [[rc://*/ta/man/translate/figs-hypo]])
# from the dead
ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପୃଥିବୀର ନିମ୍ନଦେଶରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I