or_tn/luk/16/29.md

1.4 KiB

Connecting Statement:

ଯୀଶୁ ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ କହିବା ସମାପ୍ତ କରନ୍ତି I

They have Moses and the prophets

ଏହା ସୂଚାଏ ଯେ ଅବ୍ରହାମ ଧନୀ ଲୋକର ଭାଇମାନଙ୍କ ପାଖକୁ ଲାଜାରକୁ ପଠାଇବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I ଏହାକୁ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ନା, ମୁଁ ତାହା କରିବି ନାହିଁ, କାରଣ ମୋଶା ଏବଂ ଭାବବାଦୀମାନେ ବହୁ ପୂର୍ବରୁ ଯାହା ଲେଖିଥଲେ ତାହା ତୁମର ଭାଇମାନଙ୍କ ନିକଟରେ ରହିଛି” (ଦେଖ: rc://*/ta/man/translate/figs-explicit)

Moses and the prophets

ଏହା ସେମାନଙ୍କ ଲିଖିତ ଶାସ୍ତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ମୋଶା ଏବଂ ଭାବବାଦୀମାନେ ଲେଖିଥଲେ” (ଦେଖ: rc://*/ta/man/translate/figs-metonymy)

let them listen to them

ତୁମର ଭାଇମାନେ ମୋଶା ଏବଂ ଭାବବାଦୀମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍ ଅଟେ