16 lines
1.4 KiB
Markdown
16 lines
1.4 KiB
Markdown
|
# Connecting Statement:
|
||
|
|
||
|
ଯୀଶୁ ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ କହିବା ସମାପ୍ତ କରନ୍ତି I
|
||
|
|
||
|
# They have Moses and the prophets
|
||
|
|
||
|
ଏହା ସୂଚାଏ ଯେ ଅବ୍ରହାମ ଧନୀ ଲୋକର ଭାଇମାନଙ୍କ ପାଖକୁ ଲାଜାରକୁ ପଠାଇବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I ଏହାକୁ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ନା, ମୁଁ ତାହା କରିବି ନାହିଁ, କାରଣ ମୋଶା ଏବଂ ଭାବବାଦୀମାନେ ବହୁ ପୂର୍ବରୁ ଯାହା ଲେଖିଥଲେ ତାହା ତୁମର ଭାଇମାନଙ୍କ ନିକଟରେ ରହିଛି” (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# Moses and the prophets
|
||
|
|
||
|
ଏହା ସେମାନଙ୍କ ଲିଖିତ ଶାସ୍ତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ମୋଶା ଏବଂ ଭାବବାଦୀମାନେ ଲେଖିଥଲେ” (ଦେଖ: [[rc://*/ta/man/translate/figs-metonymy]])
|
||
|
|
||
|
# let them listen to them
|
||
|
|
||
|
ତୁମର ଭାଇମାନେ ମୋଶା ଏବଂ ଭାବବାଦୀମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍ ଅଟେ
|