or_tn/luk/16/24.md

1.4 KiB

he cried out and said

ଧନୀ ଲୋକ କହିବା ନିମନ୍ତେ ଡାକିଲା ବା “ସେ ଅବ୍ରହାମଙ୍କ ପ୍ରତି ଚିତ୍କାର କଲା I

Father Abraham

ଅବ୍ରହାମ ସେହି ଧନୀ ଲୋକ ସହିତ ସମସ୍ତ ଯିହୂଦୀମାନଙ୍କର ପୂର୍ବପୁରୁଷ ଥିଲେ I

have mercy on me

ମୋ’ ପ୍ରତି ଦୟା କର ବା “ଅନୁଗ୍ରହ କରି ମୋ’ ପ୍ରତି ଦୟାଳୁ ହୁଅ”

and send Lazarus

ଲାଜରକୁ ପଠାଇବା ଦ୍ୱାରା ବା “ଏବଂ ଲାଜାରକୁ ମୋ’ ନିକଟକୁ ଆସିବା ପାଇଁ କୁହ”

he may dip the tip of his finger

ଏହା ଅନୁରୋଧ କରାଯାଇଥିବା ପରିମାଣର କ୍ଷୁଦ୍ରତାକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ସେ ଯେପରି ତାହାର ଅଙ୍ଗୁଳିର ଟିପକୁ ପାଣିରେ ଓଦା କରିବ”

I am in anguish in this flame

ମୁଁ ଏହି ଅଗ୍ନିଶିଖାର ଜ୍ୱାଳାରେ ଅତିଶୟ ଯନ୍ତ୍ରଣାରେ ରହିଛି ବା “ମୁଁ ଏହି ଅଗ୍ନିରେ ଭୟଙ୍କର ଭାବରେ କଷ୍ଟଭୋଗ କରୁଅଛି”