# he cried out and said ଧନୀ ଲୋକ କହିବା ନିମନ୍ତେ ଡାକିଲା ବା “ସେ ଅବ୍ରହାମଙ୍କ ପ୍ରତି ଚିତ୍କାର କଲା I # Father Abraham ଅବ୍ରହାମ ସେହି ଧନୀ ଲୋକ ସହିତ ସମସ୍ତ ଯିହୂଦୀମାନଙ୍କର ପୂର୍ବପୁରୁଷ ଥିଲେ I # have mercy on me ମୋ’ ପ୍ରତି ଦୟା କର ବା “ଅନୁଗ୍ରହ କରି ମୋ’ ପ୍ରତି ଦୟାଳୁ ହୁଅ” # and send Lazarus ଲାଜରକୁ ପଠାଇବା ଦ୍ୱାରା ବା “ଏବଂ ଲାଜାରକୁ ମୋ’ ନିକଟକୁ ଆସିବା ପାଇଁ କୁହ” # he may dip the tip of his finger ଏହା ଅନୁରୋଧ କରାଯାଇଥିବା ପରିମାଣର କ୍ଷୁଦ୍ରତାକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ସେ ଯେପରି ତାହାର ଅଙ୍ଗୁଳିର ଟିପକୁ ପାଣିରେ ଓଦା କରିବ” # I am in anguish in this flame ମୁଁ ଏହି ଅଗ୍ନିଶିଖାର ଜ୍ୱାଳାରେ ଅତିଶୟ ଯନ୍ତ୍ରଣାରେ ରହିଛି ବା “ମୁଁ ଏହି ଅଗ୍ନିରେ ଭୟଙ୍କର ଭାବରେ କଷ୍ଟଭୋଗ କରୁଅଛି”