or_tn/luk/16/15.md

1.3 KiB

So he said to them

ଏବଂ ଯୀଶୁ ଫାରୂଶୀମାନଙ୍କୁ କହିଲେ

You are those who justify yourselves in the sight of men

ତୁମ୍ଭେମାନେ ଆପଣାକୁ ଲୋକମାନଙ୍କ ନିକଟରେ ଉତ୍ତମ ଦେଖାଇବାକୁ ଚେଷ୍ଟା କରିଥାଅ

but God knows your hearts

ଏହି ସ୍ଥାନରେ “ହୃଦୟଗୁଡିକ” ଲୋକମାନଙ୍କ ଅଭିଳାଷକୁ ସୂଚାଏ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ପ୍ରକୃତ ଅଭିଳାଷଗୁଡିକ ବୁଝନ୍ତି” ବା “ଈଶ୍ୱର ତୁମ୍ଭମାନଙ୍କ ଉଦ୍ଦେଶ୍ୟଗୁଡିକ ଜାଣନ୍ତି” (ଦେଖ: rc://*/ta/man/translate/figs-metonymy)

That which is exalted among men is detestable in the sight of God

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ଯେଉଁ ବିଷୟଗୁଡ଼ିକୁ ଅତି ମହତ୍ତ୍ଵପୂର୍ଣ୍ଣ ମନେ କରନ୍ତି, ଈଶ୍ୱର ସେହି ବିଷୟଗୁଡିକୁ ଘୃଣା କରନ୍ତି” (ଦେଖ: rc://*/ta/man/translate/figs-activepassive)