# So he said to them ଏବଂ ଯୀଶୁ ଫାରୂଶୀମାନଙ୍କୁ କହିଲେ # You are those who justify yourselves in the sight of men ତୁମ୍ଭେମାନେ ଆପଣାକୁ ଲୋକମାନଙ୍କ ନିକଟରେ ଉତ୍ତମ ଦେଖାଇବାକୁ ଚେଷ୍ଟା କରିଥାଅ # but God knows your hearts ଏହି ସ୍ଥାନରେ “ହୃଦୟଗୁଡିକ” ଲୋକମାନଙ୍କ ଅଭିଳାଷକୁ ସୂଚାଏ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ପ୍ରକୃତ ଅଭିଳାଷଗୁଡିକ ବୁଝନ୍ତି” ବା “ଈଶ୍ୱର ତୁମ୍ଭମାନଙ୍କ ଉଦ୍ଦେଶ୍ୟଗୁଡିକ ଜାଣନ୍ତି” (ଦେଖ: [[rc://*/ta/man/translate/figs-metonymy]]) # That which is exalted among men is detestable in the sight of God ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ଯେଉଁ ବିଷୟଗୁଡ଼ିକୁ ଅତି ମହତ୍ତ୍ଵପୂର୍ଣ୍ଣ ମନେ କରନ୍ତି, ଈଶ୍ୱର ସେହି ବିଷୟଗୁଡିକୁ ଘୃଣା କରନ୍ତି” (ଦେଖ: [[rc://*/ta/man/translate/figs-activepassive]])