or_tn/luk/16/08.md

1.8 KiB

Connecting Statement:

ଯୀଶୁ ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କୀୟ ଦୃଷ୍ଟାନ୍ତ କହିବା ସମାପ୍ତ କଲେ I ପଦ 9 ରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି I

Then the master commended

ପାଠ୍ୟାଂଶ କୁହେ ନାହିଁ ସେହି ବେବର୍ତ୍ତାର କାର୍ଯ୍ୟ ବିଷୟରେ ତାହାର ପ୍ରଭୁ କିପରି ଜାଣିଲେ I

commended

ପ୍ରଶଂସା କଲେ ବା “ତା’ ବିଷୟରେ ଉତ୍ତମ କହିଲେ” ବା “ଅନୁମୋଦନ କଲେ”

he had acted shrewdly

ସେ ଚତୁରତା ସହିତ କାର୍ଯ୍ୟ କରିଛି ବା “ସେ ଏକ ଜ୍ଞାନପୂର୍ଣ୍ଣ କାର୍ଯ୍ୟ କରିଛି”

the sons of this age

ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଜାଣନ୍ତି ନାହିଁ ବା ଯତ୍ନଶୀଳ ନୁହଁନ୍ତି ଏହା ସେହି ଅଧାର୍ମିକ ବେବର୍ତ୍ତା ପରି ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ଜଗତର ଲୋକମାନେ” ବା “ଜାଗତିକ ଲୋକମାନେ”

the sons of light

ଏହି ସ୍ଥାନରେ “ଆଲୋକ” ସମସ୍ତ ଈଶ୍ୱରପରାୟଣତା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଲୋକମାନେ” ବା “ଈଶ୍ୱରପରାୟଣ ଲୋକମାନେ” (ଦେଖ: rc://*/ta/man/translate/figs-metaphor)