# Connecting Statement: ଯୀଶୁ ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କୀୟ ଦୃଷ୍ଟାନ୍ତ କହିବା ସମାପ୍ତ କଲେ I ପଦ 9 ରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି I # Then the master commended ପାଠ୍ୟାଂଶ କୁହେ ନାହିଁ ସେହି ବେବର୍ତ୍ତାର କାର୍ଯ୍ୟ ବିଷୟରେ ତାହାର ପ୍ରଭୁ କିପରି ଜାଣିଲେ I # commended ପ୍ରଶଂସା କଲେ ବା “ତା’ ବିଷୟରେ ଉତ୍ତମ କହିଲେ” ବା “ଅନୁମୋଦନ କଲେ” # he had acted shrewdly ସେ ଚତୁରତା ସହିତ କାର୍ଯ୍ୟ କରିଛି ବା “ସେ ଏକ ଜ୍ଞାନପୂର୍ଣ୍ଣ କାର୍ଯ୍ୟ କରିଛି” # the sons of this age ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଜାଣନ୍ତି ନାହିଁ ବା ଯତ୍ନଶୀଳ ନୁହଁନ୍ତି ଏହା ସେହି ଅଧାର୍ମିକ ବେବର୍ତ୍ତା ପରି ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ଜଗତର ଲୋକମାନେ” ବା “ଜାଗତିକ ଲୋକମାନେ” # the sons of light ଏହି ସ୍ଥାନରେ “ଆଲୋକ” ସମସ୍ତ ଈଶ୍ୱରପରାୟଣତା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଲୋକମାନେ” ବା “ଈଶ୍ୱରପରାୟଣ ଲୋକମାନେ” (ଦେଖ: [[rc://*/ta/man/translate/figs-metaphor]])