or_tn/luk/16/01.md

20 lines
1.6 KiB
Markdown

# Connecting Statement:
ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I ଏହା ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କରେ ଅଟେ I ଏହା ଏପର୍ଯ୍ୟନ୍ତ କାହାଣୀର ସମାନ ଅଂଶ ଏବଂ ସମାନ ଦିନର ଘଟଣା ଅଟେ ଯାହା [ଲୂକ 15; 3] (../15/03.ମଝି)ରେ ଆରମ୍ଭ ହୋଇଥିଲା I (ଦେଖ: [[rc://*/ta/man/translate/figs-parables]])
# Now Jesus also said to the disciples
ଶେଷ ବିଭାଗଟି ଫାରୂଶୀମାନଙ୍କ ଓ ଶାସ୍ତ୍ରୀମାନଙ୍କ ପ୍ରତି ନିର୍ଦ୍ଦେଶିତ ହୋଇଥିଲା, ଯଦିଓ ଯୀଶୁଙ୍କର ଶିଷ୍ୟମାନେ ହୁଏତ ଶୁଣୁଥିବା ଲୋକସମୂହର ଅଂଶ ଥିଲେ I
# There was a certain rich man
ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: [[rc://*/ta/man/translate/writing-participants]])
# he was reported to him
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଲୋକମାନେ ଧନୀଲୋକକୁ ବିବରଣୀ ଜଣାଇଲେ” (ଦେଖ: [[rc://*/ta/man/translate/figs-activepassive]])
# wasting his possessions
ଧନୀଲୋକର ସମ୍ପତ୍ତିକୁ ମୁର୍ଖତା ସହିତ ପରିଚାଳନା କରୁଥିଲେ