or_tn/luk/16/01.md

1.6 KiB

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I ଏହା ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କରେ ଅଟେ I ଏହା ଏପର୍ଯ୍ୟନ୍ତ କାହାଣୀର ସମାନ ଅଂଶ ଏବଂ ସମାନ ଦିନର ଘଟଣା ଅଟେ ଯାହା [ଲୂକ 15; 3] (../15/03.ମଝି)ରେ ଆରମ୍ଭ ହୋଇଥିଲା I (ଦେଖ: rc://*/ta/man/translate/figs-parables)

Now Jesus also said to the disciples

ଶେଷ ବିଭାଗଟି ଫାରୂଶୀମାନଙ୍କ ଓ ଶାସ୍ତ୍ରୀମାନଙ୍କ ପ୍ରତି ନିର୍ଦ୍ଦେଶିତ ହୋଇଥିଲା, ଯଦିଓ ଯୀଶୁଙ୍କର ଶିଷ୍ୟମାନେ ହୁଏତ ଶୁଣୁଥିବା ଲୋକସମୂହର ଅଂଶ ଥିଲେ I

There was a certain rich man

ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: rc://*/ta/man/translate/writing-participants)

he was reported to him

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଲୋକମାନେ ଧନୀଲୋକକୁ ବିବରଣୀ ଜଣାଇଲେ” (ଦେଖ: rc://*/ta/man/translate/figs-activepassive)

wasting his possessions

ଧନୀଲୋକର ସମ୍ପତ୍ତିକୁ ମୁର୍ଖତା ସହିତ ପରିଚାଳନା କରୁଥିଲେ