or_tn/luk/15/17.md

1.1 KiB

when he had come to himself

ଏହି ଋଢ଼ିର ଅର୍ଥ ସତ୍ୟ କ’ଣ ଅଟେ ଓ ସେ ଯେ ଏକ ଭୟଙ୍କର ଭୁଲ କାର୍ଯ୍ୟ କରିଛି ତାହା ସେ ହୃଦୟଙ୍ଗମ କଲା I ବିକଳ୍ପ ଅନୁବାଦ: ”ସ୍ପଷ୍ଟ ଭାବରେ ନିଜର ପରିସ୍ଥିତିକୁ ବୁଝିପାରିଲା” (ଦେଖ: rc://*/ta/man/translate/figs-idiom)

How many of my father's hired servants have more than enough bread

ଏହା ଏକ ବିସ୍ମୟଭାବର ଅଂଶ ଅଟେ, ଓ ଏକ ପ୍ରଶ୍ନ ନୁହେଁ I ବିକଳ୍ପ ଅନୁବାଦ: “ମୋହର ପିତାଙ୍କର ସମସ୍ତ ମୂଲିଆମାନଙ୍କ ପାଖରେ ଖାଇବାକୁ ଯଥେଷ୍ଟ ଖାଦ୍ୟ ରହିଛି”

dying from hunger

ଏହା ହୁଏତ ଏକ ଅତିରଂଜିତ ବିଷୟ ନୁହେଁ I ସେହି ଯୁବକ ହୁଏତ ପ୍ରକୃତରେ ଅନାହାରରେ ରହୁଥିଲା I