or_tn/luk/15/17.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# when he had come to himself
ଏହି ଋଢ଼ିର ଅର୍ଥ ସତ୍ୟ କ’ଣ ଅଟେ ଓ ସେ ଯେ ଏକ ଭୟଙ୍କର ଭୁଲ କାର୍ଯ୍ୟ କରିଛି ତାହା ସେ ହୃଦୟଙ୍ଗମ କଲା I ବିକଳ୍ପ ଅନୁବାଦ: ”ସ୍ପଷ୍ଟ ଭାବରେ ନିଜର ପରିସ୍ଥିତିକୁ ବୁଝିପାରିଲା” (ଦେଖ: [[rc://*/ta/man/translate/figs-idiom]])
# How many of my father's hired servants have more than enough bread
ଏହା ଏକ ବିସ୍ମୟଭାବର ଅଂଶ ଅଟେ, ଓ ଏକ ପ୍ରଶ୍ନ ନୁହେଁ I ବିକଳ୍ପ ଅନୁବାଦ: “ମୋହର ପିତାଙ୍କର ସମସ୍ତ ମୂଲିଆମାନଙ୍କ ପାଖରେ ଖାଇବାକୁ ଯଥେଷ୍ଟ ଖାଦ୍ୟ ରହିଛି”
# dying from hunger
ଏହା ହୁଏତ ଏକ ଅତିରଂଜିତ ବିଷୟ ନୁହେଁ I ସେହି ଯୁବକ ହୁଏତ ପ୍ରକୃତରେ ଅନାହାରରେ ରହୁଥିଲା I