or_tn/luk/15/11.md

8 lines
735 B
Markdown

# Connecting Statement:
ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ଯୁବାଲୋକ ବିଷୟରେ ଅଟେ ଯିଏ ତାହାର ପିତାଙ୍କୁ ତାହାର ଉତ୍ତରାଧିକାରର ଅଂଶ ପାଇବା ନିମନ୍ତେ ମାଗେ I (ଦେଖ: [[rc://*/ta/man/translate/figs-parables]])
# A certain man
ଏହା ଦୃଷ୍ଟାନ୍ତରେ ଗୋଟିଏ ନୂତନ ଚରିତ୍ରର ପରିଚୟ ଦିଏ I କେତେକ ଭାଷା ହୁଏତ କହିବେ “ଜଣେ ଲୋକ ଥିଲେ ଯିଏ”(ଦେଖ: [[rc://*/ta/man/translate/writing-participants]])