or_tn/luk/15/11.md

735 B

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ଯୁବାଲୋକ ବିଷୟରେ ଅଟେ ଯିଏ ତାହାର ପିତାଙ୍କୁ ତାହାର ଉତ୍ତରାଧିକାରର ଅଂଶ ପାଇବା ନିମନ୍ତେ ମାଗେ I (ଦେଖ: rc://*/ta/man/translate/figs-parables)

A certain man

ଏହା ଦୃଷ୍ଟାନ୍ତରେ ଗୋଟିଏ ନୂତନ ଚରିତ୍ରର ପରିଚୟ ଦିଏ I କେତେକ ଭାଷା ହୁଏତ କହିବେ “ଜଣେ ଲୋକ ଥିଲେ ଯିଏ”(ଦେଖ: rc://*/ta/man/translate/writing-participants)