12 lines
1.0 KiB
Markdown
12 lines
1.0 KiB
Markdown
# Connecting Statement:
|
|
|
|
ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ
|
|
|
|
# So salt is good
|
|
|
|
ଲୁଣ ବ୍ୟବହାର ଯୋଗ୍ୟ ଅଟେ I ଯୀଶୁ ତାଙ୍କର ଶିଷ୍ୟ ହେବା ନିମନ୍ତେ ଇଚ୍ଛୁକ ଥିବା ଲୋକମାନଙ୍କ ବିଷୟରେ ଏକ ପାଠ ଶିକ୍ଷା ଦେଉଥିଲେ I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# with what will it be seasoned?
|
|
|
|
ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହାକୁ ପୁଣି ଥରେ ଲୁଣିଆ କରାଯାଇ ପାରିବ ନାହିଁ” ବା “କେହି ଏହାକୁ ପୂନର୍ବାର ଲୁଣିଆ କରି ପାରିବ ନାହିଁ I” (ଦେଖ: [[rc://*/ta/man/translate/figs-rquestion]]ଏବଂ [[rc://*/ta/man/translate/figs-activepassive]])
|