or_tn/luk/14/34.md

1.0 KiB

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ

So salt is good

ଲୁଣ ବ୍ୟବହାର ଯୋଗ୍ୟ ଅଟେ I ଯୀଶୁ ତାଙ୍କର ଶିଷ୍ୟ ହେବା ନିମନ୍ତେ ଇଚ୍ଛୁକ ଥିବା ଲୋକମାନଙ୍କ ବିଷୟରେ ଏକ ପାଠ ଶିକ୍ଷା ଦେଉଥିଲେ I (ଦେଖ: rc://*/ta/man/translate/figs-metaphor)

with what will it be seasoned?

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହାକୁ ପୁଣି ଥରେ ଲୁଣିଆ କରାଯାଇ ପାରିବ ନାହିଁ” ବା “କେହି ଏହାକୁ ପୂନର୍ବାର ଲୁଣିଆ କରି ପାରିବ ନାହିଁ I” (ଦେଖ: [[rc:///ta/man/translate/figs-rquestion]]ଏବଂ [[rc:///ta/man/translate/figs-activepassive]])