or_tn/luk/14/29.md

1.1 KiB

Otherwise

ଅଧିକ ତଥ୍ୟ ପ୍ରଦାନ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେ ପ୍ରଥମେ ମୂଲ୍ୟ ଆକଳନ ନ କରେ” (ଦେଖ: rc://*/ta/man/translate/figs-ellipsis)

when he has laid a foundation

ଯେତେବେଳେ ସେ ଗୋଟିଏ ମୂଳଦୁଆ ତିଆରି କରିସାରିଲା ବା “ଯେତେବେଳେ ସେ କୋଠାର ପ୍ରଥମ ଭାଗ ନିର୍ମାଣ ସମ୍ପୂର୍ଣ୍ଣ କଲା”

is not able to finish

ଏହା ବୁଝାପଡେ ଯେ ସେ ସମାପ୍ତ କରିପାରିଲେ ନାହିଁ କାରଣ ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନ ଥିଲା I ଏହା ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମାପ୍ତ କରି ପାରିବାକୁ ପାଖରେ ଯଥେଷ୍ଟ ଅର୍ଥ ନାହିଁ” (ଦେଖ: rc://*/ta/man/translate/figs-explicit)