or_tn/luk/14/29.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Otherwise
ଅଧିକ ତଥ୍ୟ ପ୍ରଦାନ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେ ପ୍ରଥମେ ମୂଲ୍ୟ ଆକଳନ ନ କରେ” (ଦେଖ: [[rc://*/ta/man/translate/figs-ellipsis]])
# when he has laid a foundation
ଯେତେବେଳେ ସେ ଗୋଟିଏ ମୂଳଦୁଆ ତିଆରି କରିସାରିଲା ବା “ଯେତେବେଳେ ସେ କୋଠାର ପ୍ରଥମ ଭାଗ ନିର୍ମାଣ ସମ୍ପୂର୍ଣ୍ଣ କଲା”
# is not able to finish
ଏହା ବୁଝାପଡେ ଯେ ସେ ସମାପ୍ତ କରିପାରିଲେ ନାହିଁ କାରଣ ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନ ଥିଲା I ଏହା ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମାପ୍ତ କରି ପାରିବାକୁ ପାଖରେ ଯଥେଷ୍ଟ ଅର୍ଥ ନାହିଁ” (ଦେଖ: [[rc://*/ta/man/translate/figs-explicit]])