or_tn/luk/14/28.md

1.5 KiB

General Information:

ଯୀଶୁ ଲୋକସମୂହକୁ ବ୍ୟାଖ୍ୟା କରିବା ଜାରି ରଖନ୍ତି ଯେ ଜଣେ ଶିଷ୍ୟ ହେବା ନିମନ୍ତେ ତହିଁର ମୂଲ୍ୟ ଗଣନା କରିବା ମହତ୍ତ୍ଵପୂର୍ଣ୍ଣ ଅଟେ I

For which of you who desires to build a tower does not first sit down and count the cost to calculate if he has what he needs to complete it?

ଯୀଶୁ ପ୍ରମାଣିତ କରିବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ଲୋକମାନେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ତାହାର ମୂଲ୍ୟ ନିର୍ଦ୍ଧାରଣ କରନ୍ତି I ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ଗୋଟିଏ ମିନାର ନିର୍ମାଣ କରିବାକୁ ଇଚ୍ଛା କରେ, ସେ ନିଶ୍ଚିତ ଭାବରେ ବସି ନିର୍ଣ୍ଣୟ କରିବ ଯେ ତା’ ପାଖରେ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଯଥେଷ୍ଟ ଅର୍ଥ ଅଛି କି ନାହିଁ I” (ଦେଖ: rc://*/ta/man/translate/figs-rquestion)

a tower

ଏହା ହୁଏତ ଏକ ପ୍ରହରୀଗୃହ ହୋଇଥାଇପାରେ I “ଗୋଟିଏ ଲମ୍ବା କୋଠା” ବା “ଉଚ୍ଚରୁ ଦେଖିବା ନିମନ୍ତେ ଏକ ମଞ୍ଚ”