12 lines
1.5 KiB
Markdown
12 lines
1.5 KiB
Markdown
|
# General Information:
|
||
|
|
||
|
ଯୀଶୁ ଲୋକସମୂହକୁ ବ୍ୟାଖ୍ୟା କରିବା ଜାରି ରଖନ୍ତି ଯେ ଜଣେ ଶିଷ୍ୟ ହେବା ନିମନ୍ତେ ତହିଁର ମୂଲ୍ୟ ଗଣନା କରିବା ମହତ୍ତ୍ଵପୂର୍ଣ୍ଣ ଅଟେ I
|
||
|
|
||
|
# For which of you who desires to build a tower does not first sit down and count the cost to calculate if he has what he needs to complete it?
|
||
|
|
||
|
ଯୀଶୁ ପ୍ରମାଣିତ କରିବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ଲୋକମାନେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ତାହାର ମୂଲ୍ୟ ନିର୍ଦ୍ଧାରଣ କରନ୍ତି I ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ଗୋଟିଏ ମିନାର ନିର୍ମାଣ କରିବାକୁ ଇଚ୍ଛା କରେ, ସେ ନିଶ୍ଚିତ ଭାବରେ ବସି ନିର୍ଣ୍ଣୟ କରିବ ଯେ ତା’ ପାଖରେ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଯଥେଷ୍ଟ ଅର୍ଥ ଅଛି କି ନାହିଁ I” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# a tower
|
||
|
|
||
|
ଏହା ହୁଏତ ଏକ ପ୍ରହରୀଗୃହ ହୋଇଥାଇପାରେ I “ଗୋଟିଏ ଲମ୍ବା କୋଠା” ବା “ଉଚ୍ଚରୁ ଦେଖିବା ନିମନ୍ତେ ଏକ ମଞ୍ଚ”
|