or_tn/luk/14/14.md

1.1 KiB

you will be blessed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-activepassive)

they cannot repay you

ଏହା ବଦଳରେ ସେମାନେ ତୁମକୁ ଏକ ମହାଭୋଜକୁ ନିମନ୍ତ୍ରଣ କରି ପାରିବେ ନାହିଁ I

you will be repaid

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ପରିଶୋଧ କରିବେ” (ଦେଖ: rc://*/ta/man/translate/figs-activepassive)

in the resurrection of the just

ଏହା ଅନ୍ତିମ ବିଚାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ୱର ଧାର୍ମିକ ଲୋକମାନଙ୍କୁ ପୁନର୍ଜୀବିତ କରିବେ” (ଦେଖ: rc://*/ta/man/translate/figs-explicit)