or_tn/luk/14/14.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# you will be blessed
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆଶୀର୍ବାଦ କରିବେ” (ଦେଖ: [[rc://*/ta/man/translate/figs-activepassive]])
# they cannot repay you
ଏହା ବଦଳରେ ସେମାନେ ତୁମକୁ ଏକ ମହାଭୋଜକୁ ନିମନ୍ତ୍ରଣ କରି ପାରିବେ ନାହିଁ I
# you will be repaid
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ପରିଶୋଧ କରିବେ” (ଦେଖ: [[rc://*/ta/man/translate/figs-activepassive]])
# in the resurrection of the just
ଏହା ଅନ୍ତିମ ବିଚାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ୱର ଧାର୍ମିକ ଲୋକମାନଙ୍କୁ ପୁନର୍ଜୀବିତ କରିବେ” (ଦେଖ: [[rc://*/ta/man/translate/figs-explicit]])