or_tn/luk/14/11.md

1.3 KiB

who exalts himself

ଯିଏ ଆପଣାକୁ ମହତ୍ତ୍ଵପୂର୍ଣ୍ଣ ଦେଖାଏ ବା “ଯିଏ ଏକ ମହତ୍ତ୍ଵପୂର୍ଣ୍ଣ ଆସନ ଗ୍ରହଣ କରେ”

will be humbled

ଅଣମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ନତ କରିବେ” (ଦେଖ: rc://*/ta/man/translate/figs-activepassive)

humbles himself

ଯିଏ ନିଜକୁ ଅଣମହତ୍ତ୍ଵପୂର୍ଣ୍ଣ ଦେଖାଇବା ପାଇଁ ମନୋନୀତ କରେ ବା “ଯିଏ ଏକ ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରେ”

will be exalted

ମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ଉନ୍ନତ କରିବେ” (ଦେଖ: rc://*/ta/man/translate/figs-activepassive)