or_tn/luk/14/11.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# who exalts himself
ଯିଏ ଆପଣାକୁ ମହତ୍ତ୍ଵପୂର୍ଣ୍ଣ ଦେଖାଏ ବା “ଯିଏ ଏକ ମହତ୍ତ୍ଵପୂର୍ଣ୍ଣ ଆସନ ଗ୍ରହଣ କରେ”
# will be humbled
ଅଣମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ନତ କରିବେ” (ଦେଖ: [[rc://*/ta/man/translate/figs-activepassive]])
# humbles himself
ଯିଏ ନିଜକୁ ଅଣମହତ୍ତ୍ଵପୂର୍ଣ୍ଣ ଦେଖାଇବା ପାଇଁ ମନୋନୀତ କରେ ବା “ଯିଏ ଏକ ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରେ”
# will be exalted
ମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ଉନ୍ନତ କରିବେ” (ଦେଖ: [[rc://*/ta/man/translate/figs-activepassive]])