or_tn/luk/13/25.md

1.5 KiB

Connecting Statement:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ କଥା କହିବା ଜାରି ରଖନ୍ତି

Once the owner

ଗୃହକର୍ତ୍ତାଙ୍କ ପରେ

the owner of the house

ଏହା ପୂର୍ବବର୍ତ୍ତୀ ପଦଗୁଡିକରେ ବର୍ଣ୍ଣିତ ଗୃହକର୍ତ୍ତାଙ୍କ ସମ୍ପର୍କରେ ସୂଚାଇ ଥାଏ, ଯାହାଙ୍କର ଗୃହରେ ସଂକୀର୍ଣ୍ଣ ଦ୍ୱାର ରହିଥିଲା I ରାଜ୍ୟର ଶାସକ ଭାବରେ ଏହା ଈଶ୍ୱରଙ୍କ ନିମନ୍ତେ ଏକ ରୂପକ ଅଟେ I (ଦେଖ: rc://*/ta/man/translate/figs-metaphor)

you will begin to stand outside

ଯୀଶୁ ଲୋକସମୂହକୁ କଥା କହୁଛନ୍ତି I “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ସେ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ସତେ ଯେପରି ସେମାନେ ସଂକୀର୍ଣ୍ଣ ଦ୍ୱାର ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ I (ଦେଖ: rc://*/ta/man/translate/figs-you)

pound the door

ଦ୍ୱାରରେ ଆଘାତ କର I ଗୃହକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ଏକ ପ୍ରଚେଷ୍ଟା ଅଟେ I