or_tn/luk/13/25.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ କଥା କହିବା ଜାରି ରଖନ୍ତି
# Once the owner
ଗୃହକର୍ତ୍ତାଙ୍କ ପରେ
# the owner of the house
ଏହା ପୂର୍ବବର୍ତ୍ତୀ ପଦଗୁଡିକରେ ବର୍ଣ୍ଣିତ ଗୃହକର୍ତ୍ତାଙ୍କ ସମ୍ପର୍କରେ ସୂଚାଇ ଥାଏ, ଯାହାଙ୍କର ଗୃହରେ ସଂକୀର୍ଣ୍ଣ ଦ୍ୱାର ରହିଥିଲା I ରାଜ୍ୟର ଶାସକ ଭାବରେ ଏହା ଈଶ୍ୱରଙ୍କ ନିମନ୍ତେ ଏକ ରୂପକ ଅଟେ I (ଦେଖ: [[rc://*/ta/man/translate/figs-metaphor]])
# you will begin to stand outside
ଯୀଶୁ ଲୋକସମୂହକୁ କଥା କହୁଛନ୍ତି I “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ସେ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ସତେ ଯେପରି ସେମାନେ ସଂକୀର୍ଣ୍ଣ ଦ୍ୱାର ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ I (ଦେଖ: [[rc://*/ta/man/translate/figs-you]])
# pound the door
ଦ୍ୱାରରେ ଆଘାତ କର I ଗୃହକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ଏକ ପ୍ରଚେଷ୍ଟା ଅଟେ I