or_tn/luk/13/04.md

20 lines
1.8 KiB
Markdown

# Or those
ଦୁଃଖଭୋଗ କରିଥିବା ଲୋକମାନଙ୍କ ସମ୍ପର୍କରେ ଏହା ଯୀଶୁଙ୍କର ଦ୍ୱିତୀୟ ଉଦାହରଣ ଅଟେ I ବିକଳ୍ପ ଅନୁବାଦ: “ବା ସେମାନଙ୍କ ବିଷୟରେ ବିବେଚନା କର” ବା “ସେମାନଙ୍କ ବିଷୟରେ ଚିନ୍ତା କର”
# eighteen people
18 ଜଣ ଲୋକ (ଦେଖ: [[rc://*/ta/man/translate/translate-numbers]])
# Siloam
ଏହା ଯିରୂଶାଲମର ଏକ ଅଞ୍ଚଳର ନାମ ଅଟେ (ଦେଖ: [[rc://*/ta/man/translate/translate-names]])
# do you think they were worse sinners ... Jerusalem?
ଏହା କଅଣ ପ୍ରମାଣିତ କରେ ଯେ ଯିରୂଶାଲମରେ ଥିବା ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ ? ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି I
# they were worse sinners
ଲୋକସମୂହ ମନେ ମନେ ଭାବିନେଇଥିଲେ ଯେ ସେମାନେ ଏଭଳି ଭୟାନକ ଭାବରେ ମୃତ୍ୟୁବରଣ କଲେ କାରଣ ସେମାନେ ବିଶେଷ ଭାବରେ ପାପୀ ଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କଲେ କାରଣ ସେମାନେ ଅତ୍ୟନ୍ତ ଜଘନ୍ୟ ପାପୀ ଥିଲେ” (ଦେଖ: [[rc://*/ta/man/translate/figs-explicit]])