# Or those ଦୁଃଖଭୋଗ କରିଥିବା ଲୋକମାନଙ୍କ ସମ୍ପର୍କରେ ଏହା ଯୀଶୁଙ୍କର ଦ୍ୱିତୀୟ ଉଦାହରଣ ଅଟେ I ବିକଳ୍ପ ଅନୁବାଦ: “ବା ସେମାନଙ୍କ ବିଷୟରେ ବିବେଚନା କର” ବା “ସେମାନଙ୍କ ବିଷୟରେ ଚିନ୍ତା କର” # eighteen people 18 ଜଣ ଲୋକ (ଦେଖ: [[rc://*/ta/man/translate/translate-numbers]]) # Siloam ଏହା ଯିରୂଶାଲମର ଏକ ଅଞ୍ଚଳର ନାମ ଅଟେ (ଦେଖ: [[rc://*/ta/man/translate/translate-names]]) # do you think they were worse sinners ... Jerusalem? ଏହା କଅଣ ପ୍ରମାଣିତ କରେ ଯେ ଯିରୂଶାଲମରେ ଥିବା ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ ? ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି I # they were worse sinners ଲୋକସମୂହ ମନେ ମନେ ଭାବିନେଇଥିଲେ ଯେ ସେମାନେ ଏଭଳି ଭୟାନକ ଭାବରେ ମୃତ୍ୟୁବରଣ କଲେ କାରଣ ସେମାନେ ବିଶେଷ ଭାବରେ ପାପୀ ଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କଲେ କାରଣ ସେମାନେ ଅତ୍ୟନ୍ତ ଜଘନ୍ୟ ପାପୀ ଥିଲେ” (ଦେଖ: [[rc://*/ta/man/translate/figs-explicit]])