or_tn/luk/13/01.md

16 lines
2.0 KiB
Markdown

# Connecting Statement:
ଯୀଶୁ ଏପର୍ଯ୍ୟନ୍ତ ଲୋକସମୂହର ସମ୍ମୁଖରେ କହୁଛନ୍ତି I ଲୋକସମୂହ ମଧ୍ୟରୁ କେତେକ ଲୋକ ଗୋଟିଏ ପ୍ରଶ୍ନ ପଚାରିଲେ ଏବଂ ସେ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I ଏହା କାହାଣୀକୁ ଜାରି ରଖେ ଯାହା ([ଲୂକ 12:1](../12/01.ମଝି))ରେ ଆରମ୍ଭ ହୁଏ I
# at that time
ଏହି ବାକ୍ୟାଂଶଟି ଏହି ଘଟଣାକୁ ଅଧ୍ୟାୟ 12 ର ଶେଷ ଭାଗ ସହିତ ସଂଯୋଗ କରେ ଯେତେବେଳେ ଯୀଶୁ ଲୋକମାନଙ୍କର ଏକ ଭିଡକୁ ଶିକ୍ଷା ଦେଉଥିଲେ I
# whose blood Pilate mixed with their own sacrifices
ଏହି ସ୍ଥାନରେ “ରକ୍ତ” ଗାଲିଲୀୟମାନଙ୍କ ମୃତ୍ୟୁକୁ ସୂଚାଇଥାଏ I ସେମାନେ ହୁଏତ ସେମାନଙ୍କର ବଳି ଉତ୍ସର୍ଗ କରୁଥିବା ସମୟରେ ବଧ କରାଯାଇଥିଲେ I UST ରେ ଥିବା ପରି ଏହାକୁ ସ୍ପଷ୍ଟ ଭବରେ ଉଲ୍ଲେଖ କରାଯାଇପାରିବ I (ଦେଖ: [[rc://*/ta/man/translate/figs-explicit]])
# whose blood Pilate mixed with their own sacrifices
ପିଲାତ ହୁଏତ ଲୋକମାନଙ୍କୁ ନିଜେ ହତ୍ୟା ନ କରି ହତ୍ୟା କରିବା ନିମନ୍ତେ ତାଙ୍କର ସୈନ୍ୟମାନଙ୍କୁ ଆଜ୍ଞା ଦେଇଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ପଶୁଗୁଡିକୁ ବଳି ଦେଉଥିଲେ ସେହି ସମୟରେ ପିଲାତଙ୍କ ସୈନ୍ୟମାନେ ଯେଉଁମାନଙ୍କୁ ହତ୍ୟା କଲେ” (ଦେଖ: [[rc://*/ta/man/translate/figs-metonymy]])