or_tn/luk/13/01.md

2.0 KiB

Connecting Statement:

ଯୀଶୁ ଏପର୍ଯ୍ୟନ୍ତ ଲୋକସମୂହର ସମ୍ମୁଖରେ କହୁଛନ୍ତି I ଲୋକସମୂହ ମଧ୍ୟରୁ କେତେକ ଲୋକ ଗୋଟିଏ ପ୍ରଶ୍ନ ପଚାରିଲେ ଏବଂ ସେ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I ଏହା କାହାଣୀକୁ ଜାରି ରଖେ ଯାହା (ଲୂକ 12:1)ରେ ଆରମ୍ଭ ହୁଏ I

at that time

ଏହି ବାକ୍ୟାଂଶଟି ଏହି ଘଟଣାକୁ ଅଧ୍ୟାୟ 12 ର ଶେଷ ଭାଗ ସହିତ ସଂଯୋଗ କରେ ଯେତେବେଳେ ଯୀଶୁ ଲୋକମାନଙ୍କର ଏକ ଭିଡକୁ ଶିକ୍ଷା ଦେଉଥିଲେ I

whose blood Pilate mixed with their own sacrifices

ଏହି ସ୍ଥାନରେ “ରକ୍ତ” ଗାଲିଲୀୟମାନଙ୍କ ମୃତ୍ୟୁକୁ ସୂଚାଇଥାଏ I ସେମାନେ ହୁଏତ ସେମାନଙ୍କର ବଳି ଉତ୍ସର୍ଗ କରୁଥିବା ସମୟରେ ବଧ କରାଯାଇଥିଲେ I UST ରେ ଥିବା ପରି ଏହାକୁ ସ୍ପଷ୍ଟ ଭବରେ ଉଲ୍ଲେଖ କରାଯାଇପାରିବ I (ଦେଖ: rc://*/ta/man/translate/figs-explicit)

whose blood Pilate mixed with their own sacrifices

ପିଲାତ ହୁଏତ ଲୋକମାନଙ୍କୁ ନିଜେ ହତ୍ୟା ନ କରି ହତ୍ୟା କରିବା ନିମନ୍ତେ ତାଙ୍କର ସୈନ୍ୟମାନଙ୍କୁ ଆଜ୍ଞା ଦେଇଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ପଶୁଗୁଡିକୁ ବଳି ଦେଉଥିଲେ ସେହି ସମୟରେ ପିଲାତଙ୍କ ସୈନ୍ୟମାନେ ଯେଉଁମାନଙ୍କୁ ହତ୍ୟା କଲେ” (ଦେଖ: rc://*/ta/man/translate/figs-metonymy)