or_tn/luk/12/31.md

829 B

seek his kingdom

ଈଶ୍ୱରଙ୍କ ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କର ବା “ବିଶେଷ ଭାବରେ ଈଶ୍ୱରଙ୍କ ରାଜ୍ୟ ବାଞ୍ଛା କର ”

these things will be added to you

ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ I “ଏହି ସମସ୍ତ ବିଷୟ” ଖାଦ୍ୟ ଏବଂ ବସ୍ତ୍ରକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ମଧ୍ୟ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ ଦେବେ” (ଦେଖ: rc://*/ta/man/translate/figs-activepassive)