or_tn/luk/12/31.md

8 lines
829 B
Markdown
Raw Permalink Normal View History

2020-11-19 00:15:53 +00:00
# seek his kingdom
ଈଶ୍ୱରଙ୍କ ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କର ବା “ବିଶେଷ ଭାବରେ ଈଶ୍ୱରଙ୍କ ରାଜ୍ୟ ବାଞ୍ଛା କର ”
# these things will be added to you
ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ I “ଏହି ସମସ୍ତ ବିଷୟ” ଖାଦ୍ୟ ଏବଂ ବସ୍ତ୍ରକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ମଧ୍ୟ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ ଦେବେ” (ଦେଖ: [[rc://*/ta/man/translate/figs-activepassive]])