or_tn/luk/12/27.md

1.6 KiB

Consider the lilies—how they grow

ଭାବି ଦେଖ, ଲିଲି ଫୁଲଗୁଡିକ କିପରି ବଢ଼ିଥାଏ

the lilies

ସୁନ୍ଦର ଲିଲି ଫୁଲଗୁଡିକ ବନ୍ୟ ଫୁଲ ପରି କ୍ଷେତରେ ଫୁଟିଥାଏ I ଯଦି ତୁମ ଭାଷାରେ ଲିଲି ନିମନ୍ତେ କୌଣସି ଶବ୍ଦ ନାହିଁ ତେବେ ତୁମେ ତାହା ପରି ଆଉ ଏକ ଫୁଲର ନାମ ବ୍ୟବହାର କରିପାର ବା ଏହାକୁ “ଫୁଲଗୁଡିକ” ଭାବରେ ଅନୁବାଦ କରିପାର I (ଦେଖ: rc://*/ta/man/translate/translate-unknown)

neither do they spin

ସୂତା ପ୍ରସ୍ତୁତ କରିବା ବା ଲୁଗା ନିମନ୍ତେ ଗଜ କରିବା ପ୍ରକ୍ରିୟାକୁ “ବୁଣିବା” ବୋଲି କୁହାଯାଏ I ହୁଏତ ଏହାକୁ ସ୍ପଷ୍ଟ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଲୁଗା ପ୍ରସ୍ତୁତ କରିବା ନିମନ୍ତେ ସେମାନେ ସୂତା କାଟନ୍ତି ନାହିଁ” ବା “ଏବଂ ସେମାନେ ବୁଣନ୍ତି ନାହିଁ” (ଦେଖ: rc://*/ta/man/translate/figs-explicit)

Solomon in all his glory

ଶଲୋମନ, ଯାହାଙ୍କର ବିପୁଳ ଐଶ୍ୱର୍ଯ୍ୟ ଥିଲା ବା “ଶଲୋମନ, ଯିଏ ସୁନ୍ଦର ବସ୍ତ୍ରଗୁଡିକ ପିନ୍ଧିଥିଲେ ”