# Consider the lilies—how they grow ଭାବି ଦେଖ, ଲିଲି ଫୁଲଗୁଡିକ କିପରି ବଢ଼ିଥାଏ # the lilies ସୁନ୍ଦର ଲିଲି ଫୁଲଗୁଡିକ ବନ୍ୟ ଫୁଲ ପରି କ୍ଷେତରେ ଫୁଟିଥାଏ I ଯଦି ତୁମ ଭାଷାରେ ଲିଲି ନିମନ୍ତେ କୌଣସି ଶବ୍ଦ ନାହିଁ ତେବେ ତୁମେ ତାହା ପରି ଆଉ ଏକ ଫୁଲର ନାମ ବ୍ୟବହାର କରିପାର ବା ଏହାକୁ “ଫୁଲଗୁଡିକ” ଭାବରେ ଅନୁବାଦ କରିପାର I (ଦେଖ: [[rc://*/ta/man/translate/translate-unknown]]) # neither do they spin ସୂତା ପ୍ରସ୍ତୁତ କରିବା ବା ଲୁଗା ନିମନ୍ତେ ଗଜ କରିବା ପ୍ରକ୍ରିୟାକୁ “ବୁଣିବା” ବୋଲି କୁହାଯାଏ I ହୁଏତ ଏହାକୁ ସ୍ପଷ୍ଟ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଲୁଗା ପ୍ରସ୍ତୁତ କରିବା ନିମନ୍ତେ ସେମାନେ ସୂତା କାଟନ୍ତି ନାହିଁ” ବା “ଏବଂ ସେମାନେ ବୁଣନ୍ତି ନାହିଁ” (ଦେଖ: [[rc://*/ta/man/translate/figs-explicit]]) # Solomon in all his glory ଶଲୋମନ, ଯାହାଙ୍କର ବିପୁଳ ଐଶ୍ୱର୍ଯ୍ୟ ଥିଲା ବା “ଶଲୋମନ, ଯିଏ ସୁନ୍ଦର ବସ୍ତ୍ରଗୁଡିକ ପିନ୍ଧିଥିଲେ ”