or_tn/luk/12/25.md

1.0 KiB

Which of you ... add a cubit to his lifespan?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେହି ବି ଚିନ୍ତା କରି ନିଜ ଜୀବନକୁ ଲମ୍ବା କରିପାରିବ ନାହିଁ !”(ଦେଖ: rc://*/ta/man/translate/figs-rquestion)

add a cubit to his lifespan

ଏହା ଏକ ରୂପକ ଅଟେ କାରଣ “ହାତେ” ସମୟର ନୁହେଁ ବରଂ ଏକ ଦୀର୍ଘତାର ମାପ ଅଟେ I ଏହା ଜଣେ ବ୍ୟକ୍ତିର ଜୀବନର ଉପମା ଯାହା ସତେ ଯେପରି ଏକ ପଟା, ଦଉଡି, ବା କିଛି ଅନ୍ୟ ଭୌତିକ ବସ୍ତୁ ଭାବରେ ଟଣାଯାଉଛି I (ଦେଖ: rc://*/ta/man/translate/figs-metaphor)