# Which of you ... add a cubit to his lifespan? ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେହି ବି ଚିନ୍ତା କରି ନିଜ ଜୀବନକୁ ଲମ୍ବା କରିପାରିବ ନାହିଁ !”(ଦେଖ: [[rc://*/ta/man/translate/figs-rquestion]]) # add a cubit to his lifespan ଏହା ଏକ ରୂପକ ଅଟେ କାରଣ “ହାତେ” ସମୟର ନୁହେଁ ବରଂ ଏକ ଦୀର୍ଘତାର ମାପ ଅଟେ I ଏହା ଜଣେ ବ୍ୟକ୍ତିର ଜୀବନର ଉପମା ଯାହା ସତେ ଯେପରି ଏକ ପଟା, ଦଉଡି, ବା କିଛି ଅନ୍ୟ ଭୌତିକ ବସ୍ତୁ ଭାବରେ ଟଣାଯାଉଛି I (ଦେଖ: [[rc://*/ta/man/translate/figs-metaphor]])