or_tn/luk/12/20.md

12 lines
1.6 KiB
Markdown

# Connecting Statement:
ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରି ଉଦ୍ଧୃତ କରନ୍ତି ଯେ ଈଶ୍ୱର କିପରି ସେହି ଧନୀ ଲୋକ ପ୍ରତି ପ୍ରତ୍ୟୁତ୍ତର ଦିଅନ୍ତି I
# this very night your soul is required of you
“ପ୍ରାଣ” ଶବ୍ଦ ଜଣେ ବ୍ୟକ୍ତିର ଜୀବନକୁ ସୂଚାଏ I ବିକଳ୍ପ ଅନୁବାଦ: “ଆଜି ରାତିରେ ତୁ ମରିବୁ” ବା “ମୁଁ ଆଜି ରାତିରେ ତୋ’ଠାରୁ ତୋହର ଜୀବନ ନେବି” (ଦେଖ: [[rc://*/ta/man/translate/figs-euphemism]] ଏବଂ [[rc://*/ta/man/translate/figs-activepassive]] )
# and the things you have prepared, whose will they be?
ତୁ ସଞ୍ଚୟ କରି ରଖିଥିବା ବିଷୟ କିଏ ଅଧିକାର କରିବ ? ବା “ତୁ ପ୍ରସ୍ତୁତ କରିଥିବା ବିଷୟ କିଏ ହାସଲ କରିବ?” ସେହି ଲୋକ ଯେପରି ହୃଦୟଙ୍ଗମ କରିବ ଯେ ସେ ସେହିସବୁ ବିଷୟ ଆଉ ନିଜ ଅଧିକାରରେ ରଖି ପାରିବ ନାହିଁ ସେଥିପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମର ପ୍ରସ୍ତୁତ କରିଥିବା ବିଷୟସବୁ ଆଉ ଅନ୍ୟ କାହାର ନିଜର ହୋଇଯିବ !” (ଦେଖ: [[rc://*/ta/man/translate/figs-rquestion]])