or_tn/luk/12/20.md

1.6 KiB

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରି ଉଦ୍ଧୃତ କରନ୍ତି ଯେ ଈଶ୍ୱର କିପରି ସେହି ଧନୀ ଲୋକ ପ୍ରତି ପ୍ରତ୍ୟୁତ୍ତର ଦିଅନ୍ତି I

this very night your soul is required of you

“ପ୍ରାଣ” ଶବ୍ଦ ଜଣେ ବ୍ୟକ୍ତିର ଜୀବନକୁ ସୂଚାଏ I ବିକଳ୍ପ ଅନୁବାଦ: “ଆଜି ରାତିରେ ତୁ ମରିବୁ” ବା “ମୁଁ ଆଜି ରାତିରେ ତୋ’ଠାରୁ ତୋହର ଜୀବନ ନେବି” (ଦେଖ: [[rc:///ta/man/translate/figs-euphemism]] ଏବଂ [[rc:///ta/man/translate/figs-activepassive]] )

and the things you have prepared, whose will they be?

ତୁ ସଞ୍ଚୟ କରି ରଖିଥିବା ବିଷୟ କିଏ ଅଧିକାର କରିବ ? ବା “ତୁ ପ୍ରସ୍ତୁତ କରିଥିବା ବିଷୟ କିଏ ହାସଲ କରିବ?” ସେହି ଲୋକ ଯେପରି ହୃଦୟଙ୍ଗମ କରିବ ଯେ ସେ ସେହିସବୁ ବିଷୟ ଆଉ ନିଜ ଅଧିକାରରେ ରଖି ପାରିବ ନାହିଁ ସେଥିପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମର ପ୍ରସ୍ତୁତ କରିଥିବା ବିଷୟସବୁ ଆଉ ଅନ୍ୟ କାହାର ନିଜର ହୋଇଯିବ !” (ଦେଖ: rc://*/ta/man/translate/figs-rquestion)