or_tn/luk/12/14.md

1.3 KiB

Man

ସାମ୍ଭାବ୍ୟ ଅର୍ଥଗୁଡିକ 1) ଏହା ଜଣେ ଅପରିଚିତ ଲୋକକୁ ସମ୍ବୋଧନ କରିବା ପାଇଁ ଏକ ସରଳ ଉପାୟ ଅଟେ ବା 2) ଯୀଶୁ ଲୋକଟିକୁ ଅନୁଯୋଗ କରୁଛନ୍ତି I ତୁମ ଭାଷାରେ ହୁଏତ ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଉପାୟ ଥାଇପାରେ I କିଛି ଲୋକମାନେ ଏହି ଶବ୍ଦକୁ ଆଦୌ ଅନୁବାଦ କରନ୍ତି ନାହିଁ I

who made me a judge or a mediator over you?

ଯୀଶୁ ଲୋକକୁ ଅନୁଯୋଗ କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I କେତେକ ଭାଷା “ତୁମ୍ଭେମାନେ” ବା “ତୁମ୍ଭମାନଙ୍କ” ନିମନ୍ତେ ବହୁବଚନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଚାରକ ନୁହେଁ ବା ମଧ୍ୟସ୍ଥି ନୁହେଁ I” (ଦେଖ: rc://*/ta/man/translate/figs-rquestion)