# Man ସାମ୍ଭାବ୍ୟ ଅର୍ଥଗୁଡିକ 1) ଏହା ଜଣେ ଅପରିଚିତ ଲୋକକୁ ସମ୍ବୋଧନ କରିବା ପାଇଁ ଏକ ସରଳ ଉପାୟ ଅଟେ ବା 2) ଯୀଶୁ ଲୋକଟିକୁ ଅନୁଯୋଗ କରୁଛନ୍ତି I ତୁମ ଭାଷାରେ ହୁଏତ ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଉପାୟ ଥାଇପାରେ I କିଛି ଲୋକମାନେ ଏହି ଶବ୍ଦକୁ ଆଦୌ ଅନୁବାଦ କରନ୍ତି ନାହିଁ I # who made me a judge or a mediator over you? ଯୀଶୁ ଲୋକକୁ ଅନୁଯୋଗ କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I କେତେକ ଭାଷା “ତୁମ୍ଭେମାନେ” ବା “ତୁମ୍ଭମାନଙ୍କ” ନିମନ୍ତେ ବହୁବଚନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଚାରକ ନୁହେଁ ବା ମଧ୍ୟସ୍ଥି ନୁହେଁ I” (ଦେଖ: [[rc://*/ta/man/translate/figs-rquestion]])