or_tn/luk/11/54.md

899 B

to trap him in something from his mouth

ଏହାର ଅର୍ଥ ସେମାନେ ଚାହୁଁ ଥିଲେ ଯେ ଯୀଶୁ କିଛି ଭୁଲ କଥା କୁହନ୍ତୁ ଯେପରି ସେମାନେ ତାଙ୍କୁ ଅଭିଯୁକ୍ତ କରିପାରିବେ I ଶାସ୍ତ୍ରୀ ଓ ଫାରୂଶୀମାନେ ସେମାନଙ୍କର ମତାମତକୁ ରକ୍ଷା କରିବା ନିମନ୍ତେ ଯୁକ୍ତିତର୍କ କଲେ ନାହିଁ, କିନ୍ତୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କଲେ ଯେପରି ସେମାନେ ତାଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥା ଲଂଘନ ଦୋଷରେ ଦୋଷାରୋପ କରିପାରିବେ I (ଦେଖ: rc://*/ta/man/translate/figs-metaphor)