or_tn/luk/11/54.md

4 lines
899 B
Markdown
Raw Permalink Normal View History

2020-11-19 00:15:53 +00:00
# to trap him in something from his mouth
ଏହାର ଅର୍ଥ ସେମାନେ ଚାହୁଁ ଥିଲେ ଯେ ଯୀଶୁ କିଛି ଭୁଲ କଥା କୁହନ୍ତୁ ଯେପରି ସେମାନେ ତାଙ୍କୁ ଅଭିଯୁକ୍ତ କରିପାରିବେ I ଶାସ୍ତ୍ରୀ ଓ ଫାରୂଶୀମାନେ ସେମାନଙ୍କର ମତାମତକୁ ରକ୍ଷା କରିବା ନିମନ୍ତେ ଯୁକ୍ତିତର୍କ କଲେ ନାହିଁ, କିନ୍ତୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କଲେ ଯେପରି ସେମାନେ ତାଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥା ଲଂଘନ ଦୋଷରେ ଦୋଷାରୋପ କରିପାରିବେ I (ଦେଖ: [[rc://*/ta/man/translate/figs-metaphor]])